3 Sep 2026, Thu

ଆଧୁନିକ ଯୁଗ 2026 ମସିହାରେ ଯୁଆଡେ ବି ଯାଅ ସୁନ୍ଦର ମଖମଲ ଘର ଦେଖି ମନ ଭାରି ଉଠୁଛି ଆଉ ନିଜ ଘରକୁ ସୁନ୍ଦର କରିବାକୁ ଭାବୁଛନ୍ତି ହେଲେ ପୁଣି ଡରୁଛନ୍ତି କି ଯଦି ମିଶ୍ର ବାବୁ ଓ ମହାନ୍ତି ଙ୍କ ଭଳି ଗାଁ କାଠ ମିସ୍ତ୍ରୀକୁ କାମ ଦେବି ଫିଟିଙ୍ଗ ଭଲ ଆସିବକି ନାହିଁ ସୁନ୍ଦର ଲାଗିବକି ନାହିଁ ଫିନିସିଂ ଦେଖ ଯିବାକି ନାହିଁ ଏ ସବୁ ସଲ୍ୟୁସନ ହେଉଛି ROU Interio।

ROU Interio ଏକ interior design କମ୍ପାନୀ ଯାହାକି ଓଡିଶାରେ ପ୍ରଥମ ଥର ପାଇଁ ଅତ୍ୟାଧୁନିକ ମେସିନ ଓ ଟ୍ରେଣ୍ଡ ୱାର୍କରଙ୍କ ସହ କାମ କରୁଛି । ଫିନିସିଂ ୱାର୍କ ପାଇଁ ରହିଛି ବହୁ ଅତ୍ୟାଧୁନିକ ଦାମୀ ମେସିନ । 100% accuracy ପାଇଁ ରହିଛି ଏସବୁ ମେସିନ । କଟିଙ୍ଗ ପାଇଁ ଅଲଗା ପେଷ୍ଟିଙ୍ଗ ପାଇଁ ଅଲଗା ।

ସୁନ୍ଦର ଘର ସ୍ୱପ୍ନ ଆପଣଙ୍କର ପୂରଣ କରିବା ROU Interio । ଆପଣଙ୍କ ବଜେଟରେ ପାଇବେ ଆପଣଙ୍କ ସୁନ୍ଦର ଘର । ଚିନ୍ତାମୁକ୍ତ ରହିବେ ସୁନ୍ଦର ଘର ପାଇଁ । ବେଶୀ ସମୟ ମଧ୍ୟ ଲାଗିବ ନାହିଁ କିହିଁକିନା ହାତରେ କାମ ହେଉନାହିଁ ସବୁ କମ୍ପୁଟର ଦ୍ୱାର ମେସିନରେ
ଯେତେବେଳେ ବି ଆମେ ସୁନ୍ଦର କିଚେନର ଚିନ୍ତା କରିଥାଉ ବା ନିର୍ଣ୍ଣୟ କରିଥାଉ ଘରକୁ ଏକ ସୁନ୍ଦର ବନାଇବା ପାଇଁ, ସେତେବେଳେ ଆମ ପାଖରେ ଅପ୍ସନ ଥାଏ କି ଆମ ଗାଁ ମିସ୍ତ୍ରୀକୁ ଡାକି ଆମେ ଡିଜାଇନ କରିଦେବା। ଫେଲେ ପୁଣି ଚିନ୍ତା ଥାଏ କି କାମ ଫିନିଶିଙ୍ଗ ଆସିବ କି ନ ଆସିବ, ସୁନ୍ଦର ଦେଖାଯିବ କି ନ ଦେଖାଯିବ । କିନ୍ତୁ ଏସବୁ ଚିନ୍ତା ଦୂର କରିବ ଆରୋଇ ଇଣ୍ଟିରିୟର୍ । ଏସବୁ ଘର ଆପଣଙ୍କ ସୁନ୍ଦର ଘରର ସ୍ୱପ୍ନ ପୂରଣ କରିବ ଆରୋଇ ଇଣ୍ଟିରିୟର୍ । ଏଥିପାଇଁ ରହିଛି ROU Interio ମେସିନ୍ । କିଚେନ ଡିଜାଇନ ଫାଇନାଲ କରିବାର ମାତ୍ର 10 ଦିନରେ ଭିତରେ କିଚେନ ରେଡି ହେବ । ଆପଣଙ୍କ ଘରେ ଅଳିଆ ହେବାର ନାହିଁ କି ଚିନ୍ତା ନାହିଁ ସବୁ ଫ୍ୟାକ୍ଟ୍ରିରୁ ହେଇକି ଯିବ ଅପଣଙ୍କ ଘରେ କେବଳ ଫିନିସିଂ ହେବ ।

ଇଣ୍ଟିରିୟରରେ ହାତରେ ମେସିନ୍, ହାତରେ ପଟା କଟା ହେବାର ନାହିଁ, କି ଫିଟିଂରେ ଏପଟ ସେପଟ ହେବାର ନାହିଁ, ଭୁଲ ହେବାର ନାହିଁ, ସଠିକ୍ ଭାବରେ, 99 ପର୍ସେଣ୍ଟ ଏକ୍ୟୁରେସିରେ ବି କାଟିପାରେ, ROU Interio କମ୍ପ୍ୟୁଟର ଜେନେରେଟ ସିଷ୍ଟମ୍ କାମରେ ଭୁଲ ହେବ ନାହିଁ କାହିଁକି ନାହଁ କାମ ପାଇଁ ଆସିଥିବା ପଟାରେ ଲାଗିଥାଏ ସ୍କାନର ଏହାକୁ ସ୍କାନ କଲେ ଅଟୋମେଟିକ ହୁଏ କାମ

ପ୍ଲାଏ ପଟା ଉପରେ ଲାଗିଥିବା ଲାମିନେସନ୍ କୋଟିଂଗୁଡ଼ିକୁ ପେଷ୍ଟିଂ କରିବା ପାଇଁ ମିସ୍ତ୍ରୀମାନେ ସାଧାରଣତଃ ହାତରେ କାମ କରିଥାନ୍ତି। କିନ୍ତୁ ହାତରେ ସେତେ ପ୍ରେସର୍ ହୋଇନଥାଏ।
କିନ୍ତୁ ROU Interioରେ ଲାମିନେସନ୍‌କୁ ପେଷ୍ଟିଂ କରିବା ପାଇଁ ରହିଛି ଅତ୍ୟାଧୁନିକ ମେସିନ୍। ଏହି ଅତ୍ୟାଧୁନିକ ମେସିନ୍ ଦ୍ୱାରା ଲାମିନେସନ୍‌ରେ କୌଣସି ବବଳ ଆସିବାର ସମସ୍ୟା ନଥାଏ କିନ୍ତୁ ROU Interio ଡିଜାଇନ୍‌ରେ ଲାମିନେସନ୍‌କୁ ପେଷ୍ଟିଂ କରିବା ପାଇଁ ରହିଛି ଅତ୍ୟାଧୁନିକ ମେସିନ୍। ଏହି ଅତ୍ୟାଧୁନିକ ମେସିନ୍ ଦ୍ୱାରା ଲାମିନେସନ୍‌ରେ କୌଣସି ବବଲ ଟାଇପ୍‌ର ସମସ୍ୟା ଦେଖାଯାଏ ନାହିଁ।

ଆପଣଙ୍କ ଘରର ଯେ କୌଣସି ଡିଜାଇନ ହେଉନା କାହିଁକି ଆପଣ ROU Interio ଦ୍ୱାର କରିପାରିବେ

Leave a Reply

Your email address will not be published. Required fields are marked *