କଳିଙ୍ଗ ଷ୍ଟୁଡିଓ ଏବେ ସମ୍ପୂର୍ଣ୍ଣ ନୂଆ ରୂପରେ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ନୂତନ ଅତ୍ୟାଧୁନିକ ଅବତାରର ଭବ୍ୟ ଉଦ୍ଘାଟନ କରିଛନ୍ତି। ପ୍ରାୟ ୧୬୪ କୋଟି ଟଙ୍କା ବ୍ୟୟରେ ଏହି ଷ୍ଟୁଡିଓର ସମ୍ପୂର୍ଣ୍ଣ ରୂପାନ୍ତରଣ କରାଯାଇଛି, ଯାହା ଏବେ ରାଜଧାନୀ ଭୁବନେଶ୍ୱରର ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ଆକର୍ଷଣ ପାଲଟିଛି।
କଳିଙ୍ଗ ଷ୍ଟୁଡିଓ ପ୍ରବେଶ: ୨୦ ଟଙ୍କା
ସ୍ନା ପାର୍କ ପ୍ରବେଶ: ୧୫୦ ଟଙ୍କା
ମୁଭି ମ୍ୟାଜିକ୍ (3D ଚଳଚ୍ଚିତ୍ର): ୧୦୦ ଟଙ୍କା
ଆଡଭେଞ୍ଚର ଲ୍ୟାଣ୍ଡ (ଘୋଷ୍ଟ ହାଉସ୍): ୨୫ ଟଙ୍କା
ସ୍ନା ହାଉସ୍ ପାଇଁ ଅଲଗା ଅଲଗା ସମୟ ରହିଛି
ପ୍ରଥମ ସ୍କଟ୍ ସକାଳ ୧୦ଟାରୁ ଅପରାହ୍ନ ୧ଟା ୩୦
ଦ୍ବିତୀୟ ସ୍କଟ୍ ଅପରାହ୍ନ ୨ଟାରୁ ୫ଟା ୩୦
ପ୍ରତ୍ୟେକ କ୍ଲଟ୍ର ଅବଧି ୨୫ ମିନିଟ ରଖାଯାଇଛି ।

